by Baijayantimala Mahapatra ✓ · 23 Jul 2021
ସୁଖ ଦୁଃଖ ଆଉ ହର୍ଷ ଉଲ୍ଲାସରେ ସମ୍ପର୍କ ସାଥିରେ ଥିଲେ ନିରନ୍ତର ମିଳେ ସେନେହ ସରାଗ ଦୁଃଖ ଦୂର ହୁଏ ଭଲେ ସମ୍ପର୍କଟି ସିନା ଦିଏ ବୁଦ୍ଧି ସମ୍ପର୍କ ଅଛି ତ ସବୁ ଅଛି ପାଶେ ସବୁ କାର୍ଯ୍ୟ ହୁଏ ସିଦ୍ଧି ll
Loading comments…
Loading comments…