by Maitreyee Kamila ✓ · 21 Sept 2019
ସେ ଘରୁ ଘଣ୍ଟାର ଶବ୍ଦ ଭାସିଆସେ ଛାତ ଡେଇଁ ଏପଟୁ ଧୂପ ଧୁଆଁ ସେପଟେ ମିଶୁଥାଏ ସନ୍ଧ୍ୟା ଦୀପ ଜଳି ଜଳି ଦପ ଦପ ଲିଭୁଥାଏ ।ପବନଟା କାହା ଦୁଆ ରୁ ଆସି କୋଉପଟେ ଯାଏ କେଜାଣି।
Loading comments…
Loading comments…