by Papu parida ✓ · 26 Feb 2021
ତରାଟ,ଟଗର, ପଳାଶ,ଶିମିଳି ଆଣିଛ ସାଙ୍ଗରେ ପୁଷ୍ପଙ୍କର ମେଳି। ଶୀତର କାକର ବର୍ଷା ବାରିପାତ ତୁମ ଆଗମନେ ଛାଡିଲେ ଜଗତ। କୋଇଲିର କୁହୁ ଆମ୍ବର ବଉଳ ଶୋଭାଯାତ୍ରା ତୁମ ଜଗତେ ବିରଳ। ଆଣିଛ ଯେ ପୁଣି କେତେ ହୋଲି
Loading comments…
Comments
Loading comments…