by Hemanta Patra ✓ · 29 Jun 2020
ଏ ବରଷା ରାତି ମୋ ପାଇଁ ସ୍ମୃତି ଚାରଣର ରାତି ତୁମେ ତ ଦିନେ ଥିଲ ମୋ ମନ ଉପକୂଳରେ ପ୍ରେମର ନିର୍ଝରିଣୀଟିଏ ଆଜି ନାହିଁ ସେହି ଜହ୍ନ ରାତି ନାହିଁ ଚୋରା ପ୍ରିତି ଅଦିନିଆ ଏ ବରଷା ଦେଇଛି ଧୋଇ
Loading comments…
Comments
Loading comments…