by Sisir Panda ✓ · 7 Jul 2019
ତିକ୍ତ ଅନୁଭୂତି କଷ୍ଟ ସହ ଦିଏ ବିରକ୍ତି ସୁନ୍ଦର ବିଭୂତି ଭାଗ୍ୟରେ ଥିଲେ ମିଳିଥାନ୍ତି। ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଆନନ୍ଦର ସେ ମହାସ୍ରୋତ ହୀନ ମନା ଜନ ମନ ଆମ କରେ ଅଶାନ୍ତ।
Loading comments…
Loading comments…