Loading…
ଧାଡି ଧାଡି ହୋଇ ଏକକ ସ୍ୱରରେ ପ୍ରାର୍ଥନା କରୁଥିଲେ ଆମେ ପାଠ ବେଳେ ପାଠ ଖେଳ ବେଳେ ଖେଳ ହସ ମଜାଗ କେତେ ଜମେ ।(୨) ଦଶମ ଶ୍ରେଣୀର ଶେଷ ପରୀକ୍ଷାର ସ୍ମୃତିକୁ ବା ଭୁଲି ହେଉଛି ଆପଣା ମଧ୍ୟରେ ଆଲୋଚନା ହୁଏ ସେହି କଥା ମନେ ରହିଛି ।(୩) ଏକାଠି ବସିକି ଖାଇବାର ମଜା କେତେ ଯେ ଆନନ୍ଦ ଲାଗଇ କିଏ ମାଗେ ଲଙ୍କା କିଏ ବା ପିଆଜ ଖାଉଥିଲେ ଆମେ ଚୁରାଇ ।(୪) ସମୟ ଚକରେ ଦିନ ଗଡି ଗଲା ଉଚ୍ଚ ଶିକ୍ଷିତ ଯେ ହୋଇଲା ଯିଏ ନ ପଢିଲା ନିଜ କାମ କଲା ଭାଗ୍ୟକୁ ସାଥିରେ ରଖିଲା ।(
Comments
Loading comments…