by CHARUBALA PADHI ✓ · 20 Sept 2020
ସ୍ମୃତି କେବେ ତୁମେ ମନ ଝରକାରେ ଅନ୍ଧାର ରାତିର ଜହ୍ନ ସ୍ମୃତି କେବେ ତୁମେ ହୃଦ ବଗିଚାରେ କୋମଳ କୁସୁମ ବନ। ସ୍ମୃତି କେବେ ତୁମେ ଅଫେରା ଅତୀତ ପାଉଁଶ ତଳର ନିଆଁ ସ୍ମୃତି କେବେ ତୁମେ ଜୀବନ ଯୁଦ୍ଧରେ ବଞ୍ଚିବାର ଶେଷ ରାହା।
Loading comments…
Loading comments…