by Tankadhar Majhi ✓ · 5 Jul 2020
ଚାହୁଁ ଚାହୁଁ ଗ୍ରାସ ହେଉଥିବା କ୍ଷଣ ବିହଙ୍ଗ ରାବରେ ଉତ୍ତେଜିତ ହୋଇ ମଲାଟ ବାନ୍ଧି ଚିତ୍ରିତ କରିଥିଲା ସ୍ମୃତିକୁ ସେଇ ସ୍ମୃତିର ମନ୍ଥନରେ ସପ୍ନିଳ ଅମୃତ ଉପହାର ସଦୃଶ୍ୟ ପ୍ରାପ୍ତ ହୋଇଥିଲା ।
Loading comments…
Comments
Loading comments…