by Bijay Prusty ✓ · 7 Sept 2021
ଭାସି ଉଠୁଥିଲା ଆଖିଆଗେ କେତେ ସ୍ମୃତିର କାଗଜ ଫୁଲ ସଂପର୍କର ମୂଲ ମାଗିବା ଆଗରୁ କରିଦେଲା ମୋତେ ପର I ଅଳସୀ ନଈର ଅଳସ ତୁଠରେ ପଥର ହୋଇଲା ଦେହ ଦେହ ଦେଉଳର ପୁଜାରୀ ସାଜିଲି ତୁଟାଇ ସଂସାର ମୋହ I
Loading comments…
Comments
Loading comments…