by Bikesh Sahu ✓ · 24 Jun 2018
ଝରକାର ମୃଦୁ ପବନର ସ୍ପର୍ଶ ସାଥିରେ ସତେଜ ହୋଇଉଠେ ତୁମ ସହ ବିତା ପ୍ରତିଟି ଅନୁଭୂତି ଆଉ ମୁଁ ହଜିଯାଏ ପୁଣି ଥରେ ସେଇ ଅତୀତ ପୃଷ୍ଠା ରେ.....
Loading comments…
Loading comments…