by Bimala Sankar Dash ✓ · 8 Jul 2021
ଗର୍ଭେ ଥିବା ସବୁ ଦେଲି ବିଶ୍ବ କଲ୍ଯାଣେ , ମୁଁ ରତ୍ନାକର ପ୍ରତିଦାନେ ଅବିବେକୀ ମାନବ ସ୍ବାର୍ଥ ଚିତ୍ତେ ପ୍ରଦୂଷଣର ଅସ୍ତ୍ରରେ ଅବିରତ କରିଛ ପ୍ରହାର ଖିନ୍ ଭିନ୍ କଲ ମୋ ହୃଦୟକୁ ଲୁଟି ନେଇ ଭଣ୍ଡାର କୁଢେଇ ଆବର୍ଜନା ଥାଟ ବିଦୀର୍ଣ୍ଣ ମୋ ସୌମ
Loading comments…
Loading comments…