by Bharatabandhu Biswal ✓ · 3 Jan 2021
କୁହୁ କୁହୁ କୋକିଳର ଗୁଞ୍ଜେ ମଧୁସ୍ୱନ ବିମଳ ପ୍ରଭାତେ ଝରେ ସ୍ୱର୍ଣ୍ଣାଭ କିରଣ, ମଧୁର ଏ କୃଷ୍ଣ ତତ୍ତ୍ଵ ପ୍ରଣବ ଉନ୍ମେଷ ସୁନ୍ଦର ଉପସଂହାର ଅଟେ ସତ୍ୟଶିବ ସୃଜନ ପାଳନ ।
Loading comments…
Loading comments…