by Banasmita Panda ✓ · 19 Oct 2020
କାନ୍ଧରେ ହାତ ନ ପକାଇ ସେ ଯେ ଜୀବନର ସବୁଠୁ ବଡ଼ ବନ୍ଧୁ ଯେବେ ଦୁଃଖରେ କେହି ନ ଦିଅନ୍ତି ଧରା ବୟସ ଯେତେ ହେଉ ବଙ୍କୁଲି ବାଡ଼ି ସହ ଛିଡା ହୁଅନ୍ତି ଜୀବନ୍ତ ଭଗବାନ ବାପା ମହାସମୁଦ୍ର ପ୍ରେମ, ସ୍ନେହ, ଶ୍ରଦ୍ଧାର ବାପା
Loading comments…
Comments
Loading comments…