by sushama Parija ✓ · 31 May 2019
ମୋତେ କ୍ଷତାକ୍ତ କରନା, ଉତ୍ତ୍ୟକ୍ତ କରନା, ତୁମେ ଚେତିଲନି, ତୁମ ଦୁର୍ବାର ଇଚ୍ଛାପୂର୍ତ୍ତି ପାଇଁ, ତୁମର ଶକ୍ତିବୃଦ୍ଧି ପାଇଁ, ତୁମ ଜୀଗୀଷା ପାଇଁ ମୋ ଉପରେ ପ୍ରହାର ଉପରେ ପ୍ରହାର କରି ଚାଲିଲ, ଅସହ୍ୟ ବେଦନା ରେ ମୋର ସହନଶକ୍ତି ଲୁପ୍ତ ହେଲା,
Loading comments…
Loading comments…