by Sairat Satyajit ✓ · 23 Jul 2021
ସମୟ ଆସେ! ଦୁଃଖରେ ପୁଞ୍ଜୀଭୂତ ହାଡ ସବୁ ଲୁହା ହୋଇଯାଏ ନିଃଶ୍ୱାସ ପ୍ରଶ୍ୱାସ ଝଡ଼ ହୋଇ ବହେ ଜମାଟ ବାନ୍ଧେ ଆଖିର ଲୁହ ବରଫ ଭଳି ଏତେ ଶୁଷ୍କ ଯେ ଆସିବାର ନାଁ ନିଏ ନାହିଁ
Loading comments…
Loading comments…