by Debabrata Mishra ✓ · 30 May 2021
ସହନଶୀଳତା ତୋତେ କରିଲା ଦୁର୍ବଳ ବୋଧେ କଠୋର ନ ହୋଇ ବି ପାଇଲୁ ନିଷ୍ଠୁର ଆଖ୍ୟା ବୁଝିବାକୁ ଶୂନ୍ୟ ମନ ଏଠି ବିବେକର କଥା ନା ଅଛି ସୁଯୋଗ କାନ୍ଦିଦେଲେ ଦୂର ହେବ ବ୍ୟଥା
Loading comments…
Loading comments…