by Bibhuti Bhusan Mohanty ✓ · 16 Jan 2021
ଜୀବନର ପ୍ରତ୍ୟେକ କ୍ଷଣକୁ ଉପଭୋଗ କରିବାଵାଲା ପିଲା କେତେବେଳେ ଜୀବନ ଜୀଇଁବା ଭୁଲିଗଲା, ଜଣାପଡ଼ିଲାନି।। ଶୋଇଥିଲି ମାଆର କୋଳରେ ନିଶ୍ଚିନ୍ତ ନିଦ୍ରାରେ.... କେବେ ନିଦ ମୋର ଉଡ଼ିଗଲା ଜଣାପଡ଼ିଲାନି
Loading comments…
Loading comments…