by ତ୍ରିନାଥ ବେହେରା ✓ · 18 Jul 2020
ସାର୍ଦ୍ଦୁଳ ପରିକା ମାଡି ବସେ କେବେ ଆତଙ୍କ ଚୌଦିଗୁ ହୁଏ ଆନମନା ସତସତିକା କେବେ ପୁଣି ମିଛିମିଛିକା କେବେ କେବେ ଲାଗେ ସତେକି ଏଥର ସବୁ ସ୍ବପ୍ନ ହେବ ମରିଚିକା ଜଞ୍ଜାଳ ଜଳରେ,ଚହଲି ମୁଁ ଚାଲେ,ବ୍ୟସ୍ତମୟ ଲାଗେ, ଏ ଯୁଗ ମହଙ୍ଗା ାା
Loading comments…
Comments
Loading comments…