by Gyanaranjan Sahoo ✓ · 30 May 2021
ଶୈଶବ କୈଶୋର ଜୀବନ ଯୌବନ ଜରା ସମୟ ଚକ୍ରରେ ପଡ଼ି ସଦା ଘୁରୁଥାଏ ଧରା । ଯାନିଯାତ୍ରା ପର୍ବପର୍ବାଣି ଜାତି ରୀତି ପରମ୍ପରା ଦେଶେ ଦେଶେ ଭିନ୍ନ ହୋଇ ଜନ ଆତ୍ମହରା । ଖାଦ୍ୟପେୟ ବେଶଭୂଷା ସ୍ଥାନ କାଳର ପସରା ସମୟକୁ ଭିତ୍ତି କରି ସଭ୍ୟତାର ହୁଏ
Loading comments…
Comments
Loading comments…