by Bidyadhar Sethi ✓ · 21 May 2019
ମୋ' ଫୁଟନ୍ତା ରକ୍ତର ଟକଟକ ଶବ୍ଦ ଲଗାଇ ଦେଇପାରେ ବିଦ୍ରୋହର ବହ୍ନି ବୈପ୍ଳବିକ କ୍ରାନ୍ତିଭରା କବିତାର ପଙ୍କ୍ତି କଙ୍କାଳରେ ଭରିଦେବ ନବ ଜାଗରଣ ଜର୍ଜରିତ ନିଷ୍ପେଷିତ ପ୍ରାଣର ବେଦନା ଉଚ୍ଛଳିତ ହେବ ପୁଣି ପୁଞ୍ଜିଭୂତ କୋହ ମୁଁ ଥାଏ ବା ନଥାଏ ଦୃଶ୍ୟପଟ ବଦଳିବ ନିଶ୍ଚେ
Loading comments…
Comments
Loading comments…