by Rabindra kumar Sahoo ✓ · 25 Jan 2022
ଅସ୍ତଗାମୀ ସୂରୁଯ ମନେ ବୁଣେ ମୁରୁଜ ପ୍ରିୟା ଓଠର ହସ ଚହଲାଇ ଦିଏ ମନ ଆଉ ମଗଜ ସତେ ଅବା ସନ୍ଧ୍ୟା କରିଥାଏ ନିମନ୍ତ୍ରଣ ପ୍ରିୟା ହାତରେ ହାତ ଛନ୍ଦି କରିବାକୁ ଭ୍ରମଣ
Loading comments…
Comments
Loading comments…