by Sunanda Mohanty ✓ · 10 Jul 2021
ସନ୍ଧ୍ୟା ଗୋ ତୁମ ଆଷାଢ଼ି ପଣତେ ମେଘ ମହ୍ଲାର ଛାଇ ଆକାଶଟା ଲାଗେ ନହୁଲି ନହୁଲି ତାରା ଫୁଲ ହସେ ଖିଲିଖିଲି ହୋଇ ସନ୍ଧ୍ୟା ଗୋ ତୁମେ ଆସିଗଲେ
Loading comments…
Loading comments…