by Jayadeba Mahapatra ✓ · 21 Jun 2018
ବାଳୁତ ପିଲାକୁ ଧରି ଖୁଆଇ ଦିଏ ସେ ଥିରି ଆସ ଜହ୍ନମାମୁଁ ଡାକେ ହାତକୁ ଠାରି ମଲ୍ଲୀ ହେନା ଭଳିକିଭଳି ନିଶି ଆଗମନେ ଫୁଟି ଝରେ ଶେଫାଳି |
Loading comments…
Loading comments…