by ଅନିଲ କୁମାର ଲେଙ୍କା ✓ · 28 Jan 2021
ମୋ ଜୀବନ ମରୁଭୂମେ ତୁମେ ଜଳବିନ୍ଦୁ ତୁମ ପାଇଁ ଲଙ୍ଘି ପାରେ ମୁଁ ଯେ ସାତ ସିନ୍ଧୁ ହାତରେ କଙ୍କଣ ତୁମ ପାଦରେ ନୂପୁର ତୁମ ପାଇଁ ଗାଇବି ମୁଁ ମଧୁର ଝଙ୍କାର
Loading comments…
Loading comments…