by ମିତା ପଟନାୟକ ✓ · 15 Nov 2019
ପାଠ ପଢି ସାଧାରଣ ଯୁବକ ଧକ୍କା ଖାଉଥାଏ ଅଥଚ ଜାଲ ଡିଗ୍ରୀ ଧରି ମାସ ଶେଷରେ ଟଙ୍କା ଗଣୁଥାଏ ଗରିବ ରୋଗୀ ପାଏନା ଚିକିତ୍ସା ଧନୀ କିନ୍ତୁ କ୍ୟାସଲେସରେ ଛୁଞ୍ଚି ଫୋଡି ହେଉଥାଏ ଶୀତତାପ କ୍ୟାବିନରେ
Loading comments…
Loading comments…