by Biswanath Nayak ✓ · 29 Apr 2020
ଜୀବନର ଚଲାପଥ ପଦେ ପଦେ କଣ୍ଟକିତ ବଞ୍ଚିବାଟା କଷ୍ଟ ଲାଗେ କୃଶବିଦ୍ଧ ପରି, ତଥାପି ମଣିଷ ଚାଲେ ଆଗକୁ ଆଗକୁ ଏଠି ଆଶାର ଗୋଲାପେ ପଥ କୁସୁମିତ କରି।
Loading comments…
Comments
Loading comments…