by Pranati Mahapatra ✓ · 22 Aug 2020
କରୁଣାସାଗର ଲମ୍ବୋଦର ଶ୍ରୀଗଣେଶ ଭାଦ୍ର ଶୁକ୍ଳ ଚତୁର୍ଥୀରେ ଧରାରେ ପ୍ରବେଶ ଜ୍ଞାନ ବୁଦ୍ଧିରେ ପ୍ରବୀଣ ଆହେ ବୃକୋଦର ବୁଦ୍ଧିରେ ହରାଇଥିଲ ଭ୍ରାତାଙ୍କୁ ତୁମ୍ଭର।
Loading comments…
Loading comments…