by Ankit kumar Dhal ✓ · 21 Dec 2019
ତୋରି ମାଡୁଆ ପୁଅ ;ଯିଏ କଲି ଦୁଷ୍ଟ ହଉଥିଲା, ଅଝଟ କରିଥିଲା ,ଯାହା ପାଇଁ ଗାଁ ସାରା ଲୋକ ତତେ ଗାଳି ଦିଅନ୍ତି ସେ ଆଜି ସେଇମାନଙ୍କର ସେବାକରୁଛି ମୁଁ ଆଜି ସିଦ୍ଧି ପାଇଯାଇଛି ଲୋ
Loading comments…
Comments
Loading comments…