by PRABHAS KUMAR MOHAPATRA ✓ · 25 Jun 2021
କାଳଜୟୀ ଗଳ୍ପ ସଚେତନ ଧର୍ମୀ ଉପନ୍ୟାସ କେତେ ପ୍ରବନ୍ଧ l ସଂସ୍କାରବାଦୀ ଯେ ଲେଖାତ ଲେଖିଲ ମାରିବାକୁ ବିଶ୍ୱାସ ଅନ୍ଧ ll ଦଳିତ ର ନାର୍ଯ୍ୟ ଦେବା ଲାଗି ବ୍ୟାସ ଛମାଣ ଆଠ ଗୁଣ୍ଠ ରଚି l ଜନ ଜାଗରଣ ପ୍ରଭାବେ ଶୋଷଣ ଜମିଦାରୀ ଗଲାଟି ଲୁଚି
Loading comments…
Loading comments…