by Nirupama Bhattamishra ✓ · 12 May 2021
ଅସହାୟ, ଅସୁରକ୍ଷିତ ଅନାଥ ଭଳି ହନ୍ତସନ୍ତ ଭୂବାସୀ ମାଆ ସୁରକ୍ଷିତ ରହୁ ମାଆ ପୁଣି ଫେରୁ ବରାଭୟ ମୁଦ୍ରାକୁ ନିର୍ଭୟ ଆଶ୍ରୟ ସ୍ଥଳୀଟିଏ ହେଉ ବିଛେଇଦେଇ ତାର ସବୁଜ ପଣତକୁ
Loading comments…
Loading comments…