by Suresh chandra Padhy ✓ · 16 May 2022
ସଂସାର ପଥେ ରହି ତୁମକୁ ଭୁଲି ଯାଏ କାମନା ମଣିଷକୁ ଚିନ୍ତା ଓ ଦୁଃଖ ଦିଏ କାମନା ହିଁ ମଣିଷ କୁ ପୁନର୍ଜନ୍ମ୍ କରାଏ ସଂସାର ବନ୍ଧନ କେବେ ନିନ୍ଦା କେବେ ଅପବାଦ ଆଣି ଦିଏ ସଂସାରରେ ରହି ସଂସାର କର୍ମ ରେ ଦିନ ଯାଏ ସଂସାର ବନ୍ଧନ ରେ ବିବାଦ ହୁଏ
Loading comments…
Comments
Loading comments…