by Jagabandhu Sahu ✓ · 7 Jan 2019
ସ୍ବାମୀ ସୁଖ ସାଥେ ବନ୍ଧା ତୋ ଜୀବନ ସୁଖରେ କରେ ତୁ ଘର ଗାଆଁ ସେ ମୁଣ୍ତରେ ମଶାଣୀ ଭୂଇଁରେ ଜଳିବ ଯୁଇଟା ମୋର ପର କରି ଦେବେ ବନ୍ଧୁ ପରିଜନ
Loading comments…
Loading comments…