by Debabrata Mishra ✓ · 18 Jun 2019
ଈଶ୍ୱର ବିଶ୍ୱାସ ସଦା ରଖିବୁ ମନରେ ସାହସ, ବୁଦ୍ଧି ତାଙ୍କଠୁ ନିଶ୍ଚେ ପାଇବୁ l ଠକିବାର କଥା ଭାବିବୁନି କେବେ ଗାତରେ ଦିନେ ତୁ ନିଜେ ପଡ଼ିବୁ l ଅଳସୁଆ ଜମା ହେବୁନିରେ ଧନ କର୍ମଚଞ୍ଚଳରେ ଜୀବନ କାଟିବୁ l
Loading comments…
Loading comments…