by Parshuram Biswal ✓ · 16 Aug 2017
ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି ଦେବୁ କି ରେ ନନ୍ଦଲାଲା ତୋର ନାମ ଗାଇ, କାନ୍ଧରେ ସେ ବହିଥିବ ତୋ ଭକତି ଝୁଲା ଗରିବ ପାଇଁକି କାନ୍ଦୁଥିବ ପ୍ରାଣ କୁସଂସ୍କାର ଘରେ ତାଲା ।
Loading comments…
Loading comments…