by pratap nayak ✓ · 30 Jul 2018
ମନ୍ଦିର ବେଢାରୁ ଭାସିଆସେ ଘଣ୍ଟଘଣ୍ଟା ଧ୍ୱନୀ ମହକେଇ ଝୁଣା ଓ କର୍ପୁର ଠାକୁର ଘରୁ ଭାସିଆସେ ପ୍ରାର୍ଥନା ଆମରି ଏହିପରି ନିଇତି ସଂଜ ଆସିଯାଏ
Loading comments…
Loading comments…