by Sambit Srikumar ✓ · 6 Mar 2022
ଆଉ କେତେ ଦିନ ଛୁଟୁଥିବ ରୁଧିରର ବନ୍ୟା ନଗର ପଲ୍ଲୀରେ ବୀର ପୁଙ୍ଗଵଗଣ ଆତ୍ମାହୁତି ଦେଉଥିବେ ପ୍ରଛନ୍ନ ଯୁଦ୍ଧର ଯଜ୍ଞ ବେଦୀରେ ବାର ବାର ବାରମ୍ବାର ହେଉଥିବ ଭୂଲୁଣ୍ଠିତ ଆମର ଅସ୍ତିତ୍ବ ଅସ୍ମିତା??
Loading comments…
Comments
Loading comments…