by Tikeshwar Sahu ✓ · 2 Oct 2020
ମଣିଷ ଭିତରେ ମଣିଷ ପଣିଆ ଏକ ଦେବଦତ୍ତ ଦାନ, ସଫଳତା ଆଣେ ମଣିଷ ପଣିଆଁ ଗୁଣ ଗୋଟି ଅଟେ ମହାନ |୪| ସାଧନାରେ ଧ୍ୟାନ ହୋଇବ ମଗନ ଏକ ଲକ୍ଷ୍ୟ ଏକ ମନ, ଲକ୍ଷ୍ୟ ଯେତେ ଦୂର ହୋଇଥାଉ ପଛେ ସଫଳତା ମିଳେ ଦାନ |୫|
Loading comments…
Comments
Loading comments…