by Krushna Chandra Lenka ✓ · 2 May 2021
ମଳୟ ପରଶେ ଯେହ୍ନେ ତୋଷେ ପ୍ରାଣୀ ମନେ ଆନନ୍ଦ ଲହରୀ ଖେଳେ ପରାଣ ବଦନେ। ତୁମେ ଯେହ୍ନେ ସପନେ ମୋ ଉଭା ହେଲ ଆସି ମୋ ଦୁଃଖ, ଯାତନା ସବୁ କ୍ଷଣେ ଗଲା ନାଶି।
Loading comments…
Comments
Loading comments…