by Prabhati Mahapatra ✓ · 2 Sept 2021
ମନ ତଳ କଥା କହି ହୁଏ ନାହିଁ ଭାବିଲେ ସରେନା ରାତି ପ୍ରୀତି ଅମାବାସ୍ୟା ଦେଖିଛି ତୁମର ଏଇ ମୋ ଜୋଛନା ଛାତି । ଶୁଷ୍କ ମରୁ ପୃଷ୍ଠେ ଟୋପାଏ ଶିଶିର ଶିତଳ ଚନ୍ଦନ ଲେପ ତୁମେ ବୋଳି ଦେଲ ଉଆଁସୀ ଅନ୍ଧାର ମୁଁ କହିଲେ ମହାପାପ ।
Loading comments…
Comments
Loading comments…