by Prafulla Chandra Mishra ✓ · 14 Apr 2021
ମାନବ ସଭ୍ୟତା ପରେ କଷାଘାତ କରୁଛି ଅଦୃଷ୍ଟ ଶକ୍ତି ଉଦ୍ଧାର କର ହେ ରମାରମଣ ହେ ଟଳି ଯାଉ ୟେ ବିପତ୍ତି କେତେ ଦଣ୍ଡ ଦିଅ ଆହେ ବଡ଼ ଦିଅଁ ନିରେଖ ନକରି ରଖ ଅରକ୍ଷ ରକ୍ଷ ହେ ନୀଳ ପଙ୍କଜାକ୍ଷ ନହୋଇ ଆଉ ବିମୁଖ
Loading comments…
Comments
Loading comments…