by Trushna Das ✓ · 3 Oct 2020
ଦେଖ ଦିବା ସପନ ଯାହା ତୁମେ ନିଜେ କରି ପାରିବ ପୂରଣ ଅନ୍ୟ ଉପରେ କରି ଭରଷା ଦେଖି ସପନ ରଖିଲେ ଆଶା ହୋଇବ ତୁମେ ନିଜେ ନିରାଶା ଯେତେବେଳେ ସେ ଭାଙ୍ଗି ଦେଇ ତୁମ ସପନ ଅନ୍ୟ କାହା ସହ ପୂରଣ କରିବ ନିଜ ସପନ।
Loading comments…
Comments
Loading comments…