by Jyotiranjan Acharya ✓ · 6 Aug 2021
ସ୍ବପ୍ନମାନେ ଗୋଟେ ଗୋଟେ ଛୁ ମାରିଲେ ଏବେ ତ ଯାହା ଅଛି ବାସ୍ ଅଗାଡି ସପନ ଯାହାକୁ ଦେଖିବା ପାଇଁ ଚଷମାର ନମ୍ବର କମ୍ ପଡେ ଏଇ ପଛପଟେ କେରାଏ ଅଧାପଚା ବାଳ ଭଳି ଯାହା ଦ୍ବାରା ଚନ୍ଦା ମୁଣ୍ଡ ଢାଙ୍କି ହୁଏ ନାହିଁ
Loading comments…
Loading comments…