by Manaswini Dash ✓ · 18 Sept 2020
ପ୍ରାକ ମୌସୁମୀର ଧଳା ସାଲରେ ଭିଜି ଭିଜି ଅନୁଭବ କରୁଥିଲି ହୃଦୟ ମଧ୍ୟରେ କଅଁଳୁଥିବା ଆଶାକୁ ମୋ ମନର ଉପକୂଳରେ ଲହଡି ଭାଙ୍ଗୁଥିଲା ଖୁସି ପ୍ରମତ୍ତ ପାଲଟିଥିଲି ଅଦମ୍ୟ ଇଚ୍ଛାରେ
Loading comments…
Loading comments…