by Biswanath Nayak ✓ · 19 Nov 2020
କେବେ କେବେ ହିମ ଶିଶିର ପରଶ ଦେହକୁ ଭିଜାଇ ଦିଏ। ତୁମ ମୁଖ-ଇନ୍ଦୁ ହସର ଶିଶିର ମନକୁ ସଦା ଭିଜାଏ।
Loading comments…
Loading comments…