by Santanu Bisoi ✓ · 16 Oct 2020
ସଂସ୍କାର ସଂଘର୍ଷ ସମାଜରୁ ଶିକ୍ଷା ଆଣିଛି ମୁଁ ଚାଖି ଚାଖି ଖାଇ କଷାଘାତ ହୋଇ ନିଷ୍ପେସିତ ବଞ୍ଚିଛି ମୁଁ ଶୁଖି ଶୁଖି।। କୃଷି ଶ୍ରମଜୀବୀ ମୋ ପାରିବା ପଣ ଦେଇନି ନିଜତ୍ବ ବିକି ତୋଷାମଦ କରି କୃଷି କି ନିର୍ମାଣ ଜହ୍ଲାଦେ ଦେବିନି ଟେକି।।
Loading comments…
Comments
Loading comments…