by Kalandi pal ✓ · 10 Jul 2021
ଯୁଗେ ଯୁଗେ ତୁହି ଭକତ ପାଇଁ କି ଦୁଃଖ ଯାତନା ତ ସହୁ. ଭକତ ଜୀବନ ଭକତର ପ୍ରାଣ ଭକତ ବିନା ନ ରହୁ. ହେଲେ ଆଜି କାହିଁ ହୋଇଲୁ ବିମୁଖ କିଏ କଲା ତୋତେ ବଶ.
Loading comments…
Loading comments…