by Chittaranjan Nanda ✓ · 14 Jul 2021
ଜୀବନ କାହାର ନହୁଏ କେବେ ଶାନ୍ତି, ବିଶ୍ୱରେ ନଥିଲେ ଶାନ୍ତି ଛଳନାର ଯତୁଗୃହେ କେହି କେବେ ଦଣ୍ଡେ ରହିବାକୁ ନଚାହଁନ୍ତି ଯୁଗେ ଯୁଗେ ବିଶ୍ୱରେ ମାନବ ଜନ୍ମ ଅଟେ ତ ବହୁ ମୁଲ୍ୟବାନ ମାନବୀୟ ଗୁଣ କର୍ମ ତ୍ୟାଗ କରି ନ କରିବା ତାହାର ହେୟ
Loading comments…
Comments
Loading comments…