by Chinmaya Kumar Nayak ✓ · 5 Oct 2020
ସର୍ତ୍ତ ଥିଲା ତୁମେ ଘନ ନିଶୀଥିନି ରାତିରେ ଜୋଛନା ମୁଁ ଦିବସେ ମୟୁଖମାଳୀ, ତୁମେ ଜୀବନ ମରୁରେ ପ୍ରେମ ମନ୍ଦାକିନୀ ମୁଁ ସାଜିବି ହୃଦୟମାଳୀ। ସର୍ତ୍ତ ଥିଲା ଭାଙ୍ଗିଯିବ ଯେବେ ଆମ ଜୀବନ ଭବନ କେବେ ଉଡ଼ିବନି ଆଶା ଧ୍ଵଜ, ଆସୁ ପଛେ ଯେତେ
Loading comments…
Comments
Loading comments…