by Dr Rashmita Panigrahi ✓ · 21 Sept 2020
ହସ ପରେ କାନ୍ଦ ଆସେ ଅବିରତ ସୁଖ ପଛରେ ଦୁଃଖ ହୁଏ ଉପସ୍ଥିତ l ନିର୍ଦ୍ଧନ କୁ ହୁଏ ଅମାପ ଧନର ପ୍ରାପ୍ତି ଧନପତି ପୁଣି କେବେ କାଙ୍ଗାଳ ହୁଅନ୍ତି !
Loading comments…
Comments
Loading comments…