by Durjyodhan Barik ✓ · 26 Apr 2021
ବାଦାମ ବଟା ଓ ନଡ଼ିଆ ଚଟଣୀ ଚକୁଳି ସହିତ ଥାଏ, ତା'ର ସ୍ଵାଦ କେବେ ଛାଡ଼େନି ପାଟିରୁ ତାହା ଯଦି ଜଣେ ଖାଏ । ଚକୂଳି ହୋଇବ ଧୋବ ଫର ଫର ପତଳା କାଗଜ ଭଳି, ସ୍ଵାଦିଷ୍ଟ କରିବ ପିଠା ପୁଣି ଆଉ ଦେଲେ ମେଞ୍ଚେ ତେଲ ବୋଳି ।
Loading comments…
Loading comments…